Electrical Technical Guruji

Electrical Technical Guruji Electrical Technical Guruji

Coming Soon today evening.....
31/10/2026

Coming Soon today evening.....

30/10/2026
30/10/2026

⚡ VCB (Vacuum Circuit Breaker) କ'ଣ ଓ ଏହା କିପରି କାମ କରେ?

VCB ହେଉଛି ଏକ ଆଧୁନିକ Circuit Breaker, ଯାହା Vacuum ମାଧ୍ୟମରେ Electrical Arc କୁ ନିର୍ବାପିତ କରି Short Circuit ଓ Fault Current ରୁ ବିଦ୍ୟୁତ୍ ସିଷ୍ଟମକୁ ସୁରକ୍ଷା ଦେଇଥାଏ। ⚡

ଆସନ୍ତୁ ସରଳ ଓଡ଼ିଆରେ VCB ର କାର୍ଯ୍ୟପ୍ରଣାଳୀ ଜାଣିବା।

ଏପରି ନୂଆ ନୂଆ Electrical Knowledge ପାଇଁ ଆମ ପେଜ୍‌କୁ Follow କରନ୍ତୁ। ❤️

29/10/2026

⚡ Neon Tester କ'ଣ ଓ ଏହା କିପରି କାମ କରେ?
Neon Tester ହେଉଛି ଏକ ଛୋଟ ଇଲେକ୍ଟ୍ରିକାଲ୍ ଟୁଲ୍, ଯାହାଦ୍ୱାରା Phase Wire ଚିହ୍ନଟ କରିବାରେ ସାହାଯ୍ୟ ମିଳେ। ଏହାର କାର୍ଯ୍ୟପ୍ରଣାଳୀ ଓ ବ୍ୟବହାର ବିଷୟରେ ଜାଣନ୍ତୁ ଏହି ଭିଡିଓରେ। ⚡🔧
⚠️ ସତର୍କତା: ବିଦ୍ୟୁତ୍ କାମ କରିବା ସମୟରେ ସର୍ବଦା ସୁରକ୍ଷା ନିୟମ ମାନନ୍ତୁ। Neon Tester ଉପରେ ଭରସା କରି ତାରକୁ ସୁରକ୍ଷିତ ବୋଲି ଧରନ୍ତୁ ନାହିଁ।
Hashtags:

Coming Soon today evening......
29/10/2026

Coming Soon today evening......

29/10/2026

With Sachida Nanda Mohanta – I just got recognized as one of their top fans! 🎉

Lighting ସମୟର ଦୃଶ୍ୟ କେମିତି Lighting Arrestor କାମ କରିଥାଏ।
29/10/2026

Lighting ସମୟର ଦୃଶ୍ୟ କେମିତି Lighting Arrestor କାମ କରିଥାଏ।

28/10/2026

🌪️ ବାତ୍ୟା ଅର୍ଣ୍ଣବ ସମୟରେ ବିଦ୍ୟୁତ୍ ସୁରକ୍ଷା ଅତ୍ୟନ୍ତ ଜରୁରୀ! ⚡
✅ ବିଦ୍ୟୁତ୍ ଖୁଣ୍ଟ ଓ ଛିଣ୍ଡି ପଡ଼ିଥିବା ତାରଠାରୁ ଦୂରେଇ ରୁହନ୍ତୁ।
✅ ଓଦା ହାତରେ ବିଦ୍ୟୁତ୍ ସ୍ୱିଚ୍ ଛୁଅନ୍ତୁ ନାହିଁ।
✅ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲେ ତୁରନ୍ତ ବିଦ୍ୟୁତ୍ ବିଭାଗକୁ ଜଣାନ୍ତୁ।
⚠️ ସାବଧାନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ!
🙏 ଏହି ଜରୁରୀ ସୂଚନାକୁ ସମସ୍ତଙ୍କ ସହ Share କରନ୍ତୁ।

#ବାତ୍ୟାଅର୍ଣ୍ଣବ #ବିଦ୍ୟୁତ୍ସୁରକ୍ଷା

Coming Soon today evening
28/10/2026

Coming Soon today evening

27/10/2026

Circuit Breakers କେତେ ପ୍ରକାର ଓ କିପରି କାମ କରେ? ଆସନ୍ତୁ ଜାଣିବା! 🔌
MCB, MCCB, RCCB, ACB, VCB ଓ SF₆ Circuit Breaker ବିଷୟରେ ସହଜ ଭାଷାରେ ଜାଣନ୍ତୁ। ⚡ ଏହା ବିଦ୍ୟୁତ୍ ସର୍ଟ ସର୍କିଟ୍ ଓ ଅତ୍ୟଧିକ କରେଣ୍ଟରୁ ସୁରକ୍ଷା ଦେବାରେ ସାହାଯ୍ୟ କରେ।
Hashtags:

Address

Totapada
Baisinga
757052

Telephone

+919658527102

Website

Alerts

Be the first to know and let us send you an email when Electrical Technical Guruji posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Electrical Technical Guruji:

Shortcuts

Share

Nearby computer & electronics services


Other Baisinga computer & electronics services

Show All