31/08/2026
ଯେଉଁ ପିଲାମାନେ June or July 2026 ରେ ଫାଇନାଲ୍ ପରୀକ୍ଷା ଦେଇଥିଲେ, ଆଜି ସେମାନଙ୍କର Certificate OSOU Website ରେ ଆସି ଯାଇଛି, ଏବେ ଆପଣ ନିଜର 16 digit Learner Code ଦେଇ ଫାଇନାଲ ସାର୍ଟିଫିକେଟ ପିଡ଼ିଏଫ ଡାଉନଲୋଡ କରି ପାରିବେ |
Learner Code ଆପଣଙ୍କର Final Exam ଆଡମିଟ କାର୍ଡ ରେ ଅଛି |
OSOU website Link - https://oscit.osou.ac.in/
How to Download Certificate Guide Video :- https://youtube.com/shorts/b0INTE_l3HU?si=l3UnZGI5ejgW1Faf
ଯଦି ଡାଉନଲୋଡ କରିବାରେ କିଛି ଅସୁବିଧା ଆସୁଛି ଏହି ନମ୍ବର ରେ Whatsapp ରେ ମେସେଜ କରନ୍ତୁ |